|
|
-
୧. ରାଜ୍ୟସ୍ତରୀୟ ଗ୍ରୀଷ୍ମ ଉତ୍ସବ :ତା ୨୧.୦୪.୨୦୨୨ ରିଖ ଓ ତା ୨୨.୦୪.୨୦୨୨ ରିଖ, ଉଦିତ୍ ନଗର ପ୍ୟାରେଡ଼ ପଡ଼ିଆ, ରାଉରକେଲା
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା
ଗ୍ରୀଷ୍ମ ଉତ୍ସବ ଉଦିତ୍ ନଗର ପ୍ୟାରେଡ ପଡ଼ିଆ, ରାଉରକେଲା ଠାରେ ତା ୨୧.୦୪.୨୦୨୨ ରିଖ ଓ ତା ୨୨.୦୪.୨୦୨୨
ରିଖରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ପ୍ରତିଷ୍ଠିତ ସୁନାମଧନ୍ୟ ନୃତ୍ୟଶିଳ୍ପୀ ଓ କଙଋ ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ
ନୃତ୍ୟ, ଲାଂଜିଆସୌରା, ଗୋଟି ୁଅ ନୃତ୍ୟ, ଢାପ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ପୁରଲିଆ ଛଉ ନୃତ୍ୟ, ଆଦିବାସୀ ନୃତ୍ୟ,
ସମ୍ବଲପୁରୀ ସଂଗୀତ, ସୁଗମ ସଂଗୀତ ପରିବେଷଣ କରାଯାଇଥିଲା ।
-
୨. ଜୟନ୍ତୀ ଉତ୍ସବ :
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର
ଦ୍ୱାରା ନିମ୍ନୋକ୍ତ ବରପୁତ୍ରଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି ।
କବି ଦିନକୃଷ୍ଣ ଦାସ ତା ୨୩.୦୪.୨୦୨୨ ରିଖ, ଢେଙ୍କାନାଳ
କବି ଗୋପାଳକୃଷ୍ଣ ପଟ୍ଟନାୟକ ତା ୩୦.୦୬.୨୦୨୨ ରିଖ, ଟାଉନ୍ ହଲ୍, ପାରଳାଖେମୁଣ୍ଡି
‘ବାଣୀକଙଋ ନିମାଇଁ ଚରଣ ହରିଚନ୍ଦନ ତା ୦୯.୦୭.୨୦୨୨ ରିଖ, କେନ୍ଦ୍ରାପଡ଼ା
ପ୍ରଭୁ ।ଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ତା ୦୮.୦୮.୨୦୨୨ ରିଖ ଅନ୍ନ ୂର୍ଣ୍ଣା ଥିଏଟର ପ୍ରେକ୍ଷାଳୟ, ବଡ଼ ଦଣ୍ଡ,
ପୁରୀ
ପଦ୍ମଶ୍ରୀ ଭଗବାନ ସାହୁ ତା୨୧.୦୯.୨୦୨୨ ରିଖ, ନରେନ୍ଦ୍ର ୁର, ଗଞ୍ଜାମ
ଗଣକବି ବୈଷ୍ଣବ ପାଣିଙ୍କ ସ୍ମୃତିଚାରଣ ତା ୨୪.୧୧.୨୦୨୨ ରିଖ, କୋଠପଦା, ମାହାଙ୍ଗା କଟକ
ଆଦିନାଟ୍ୟକାର ଜଗମୋହନ ଲାଲ ତା ୨୫.୧୧.୨୦୨୨ ରିଖ, ଆଦିନାଟ୍ୟକାର ସ୍ମୃତି ମଣ୍ଡପ, ମାହାଙ୍ଗା, କଟକ
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ତା ୨୩.୧୨.୨୦୨୨ ରିଖ, କବିଚନ୍ଦ୍ର ସ୍ମୃତି ସଂସଦ, ବାଙ୍କୀ, କଟକ
କବି ବିଚ୍ଛନ୍ଦଚରଣ ପଟ୍ଟନାୟକ ସ୍ମୃତିଚାରଣ ତା ୨୦.୦୧.୨୦୨୩ ରିଖ, ଭୁବନେଶ୍ୱର
କବିସୂର୍ଯ୍ୟ ବଳଦେବ ରଥ ତା ୨୬.୦୨.୨୦୨୩ ରିଖ, କବିସୂର୍ଯ୍ୟ ନଗର, ଗଞ୍ଜାମ
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତା ୦୬.୦୩.୨୦୨୩ ରିଖ, କୁଲାଡ଼, ଭଞ୍ଜ ନଗର, ଗଞ୍ଜାମ
-
୩. ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ମହାପୁରଷ ନାଟକ ଉତ୍ସବ :
ତା ୨୫.୦୪.୨୦୨୨ ରିଖ ରୁ ତା ୨୯.୦୪.୨୦୨୨ ରିଖ, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ।
ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା
ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଦ୍ୱାରା ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ‘ନାଟକ ଉତ୍ସବ’ ତା
୨୫.୦୪.୨୦୨୨ ରିଖ ଠାରୁ ତା ୨୯.୦୪.୨୦୨୨ ରିଖରେ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଅନୁଷ୍ଠିତ
ହୋଇଥିଲା । ନାଟକ “ଶୂନ୍ୟ ପୁରୁଷ” (ସନ୍ଥକବି ଭୀମ ଭୋଇ), “ନିଷିଦ୍ଧ ନୀଳାଚଳ” (ଉତ୍କଳ ଗୌରବ ମଧୁସୂଦନ ଦାସ),
“ଗଣକବି ବୈଷ୍ଣବ ପାଣି”, “କ୍ରାନ୍ତି ୁରୁଷ” (ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ), “କବି ସମ୍ରାଟ” (କବି ସମ୍ରାଟ ଉପେନ୍ଦ୍ର
ଭଞ୍ଜ) ପାଞ୍ଚଗୋଟି ପ୍ରତିଷ୍ଠିତ ନାଟକ ଦଳମାନଙ୍କ ଦ୍ୱାରା ମହାପୁରୁଷ ନାଟକ ମଞ୍ଚସ୍ଥ କରାଯାଇଥିଲା ।
-
୪. ନାଦ ଓ ନୃତ୍ୟ ଉତ୍ସବ :
ତା ୨୬.୦୫.୨୦୨୨ ଓ ତା ୨୭.୦୫.୨୦୨୨ରିଖ, ଭଞ୍ଜ କଳା ମଣ୍ଡପ, ଭୁବନେଶ୍ୱର ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ‘ନାଦ ଓ
ନୃତ୍ୟ ଉତ୍ସବ’ ତା ୨୬.୦୫.୨୦୨୨ ଓ ତା ୨୭.୦୫.୨୦୨୨ରିଖରେ ଭଞ୍ଜ କଳା ମଣ୍ଡପ, ଭୁବନେଶ୍ୱର ଠାରେ ଅନୁଷ୍ଠିତ
ହୋଇଥିଲା । ଏହି ଉତ୍ସବରେ ଓଡ଼ିଶୀ କଙଋ ସଙ୍ଗୀତ, ବାଦ୍ୟ ଓ ଓଡ଼ିଶୀ ଏକକ ଓ ଦ୍ୱୈତ ନୃତ୍ୟ ଆଦି ଯୁବଶିଳ୍ପୀମାନଙ୍କ ଦ୍ୱାରା
ପ୍ରତ୍ୟେକ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ।
-
୫. ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ନୃତ୍ୟ ନାଟିକା ଉତ୍ସବ “ଆଜାଦି” :
ତା ୧୫.୦୬.୨୦୨୨ ଠାରୁ ତା ୧୭.୦୬.୨୦୨୨ରିଖ, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ।
ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ,
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ‘ଓଡ଼ିଶୀ ନୃତ୍ୟ ନାଟିକା ଉତ୍ସବ’
“ଆଜାଦି” ତା ୧୫.୦୬.୨୦୨୨ ଠାରୁ ତା ୧୭.୦୬.୨୦୨୨ରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଅନୁଷ୍ଠିତ
ହୋଇଥିଲା । ମହାତ୍ମା, ବାଜି ରାଉତ, ମହାନାୟକ ବିଜୟାନନ୍ଦ ପଥିତଯଶା ମହାପୁରୁଷମାନଙ୍କ ଉପରେ ଆଧାରିତ ନୃତ୍ୟ ନାଟିକା
ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।
-
୬. ବିଶ୍ୱ ସଙ୍ଗୀତ ଦିବସ : ତା ୨୧.୦୬.୨୦୨୨ ରିଖ, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର
ଦ୍ୱାରା ‘ବିଶ୍ୱ ସଙ୍ଗୀତ ଦିବସ’ ତା ୨୧.୦୬.୨୦୨୨ ରିଖରେ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା ।ଏହି
ଉତ୍ସବରେ ପ୍ରତିଷ୍ଠିତ ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ କଙଋ ସଙ୍ଗୀତ, ସୁଗମ ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତ ପରିବେଷଣ କରିଥିଲେ ।
-
୭. ଆମ ଶିଳ୍ପୀ ଆମ ଗର୍ବ :
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସଂଗୀତ, ନୃତ୍ୟ, ଲୋକ କଳା ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରାଜ୍ୟର
ବିଶିଷ୍ଟ ବୟୋଜ୍ୟେଷ୍ଠ ଶିଳ୍ପୀଙ୍କ ଜୀବନାୟନ ତଥା କୃତୀ ଓ କରଣୀ ନିଜସ୍ୱ କଙଋରେ ଦୃଶ୍ୟଶ୍ରାବ୍ୟ ରେକଡ଼ିଂ କରି ସାଇତି ରଖିବା
ପରିପ୍ରେକ୍ଷୀରେ ନିମ୍ନୋକ୍ତ ଶିଳ୍ପୀମାନଙ୍କର ସାକ୍ଷାତକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛିା ।
ତା ୧୫.୦୭.୨୦୨୨ ରିଖ, ବିଶିଷ୍ଟ ନାଟ୍ୟକାର ଶ୍ରୀଯକ୍ତୁ ଚନ୍ଦ୍ରଶେଖର ନନ୍ଦ, ସାକ୍ଷାତକାର - ଶ୍ରୀଯୁକ୍ତ ପ୍ରବୋଧ ରଥ
ତା ୨୨.୦୭.୨୦୨୨ରିଖ, ବର୍ଷିୟାନ ବଂଶୀବାଦକ ଗୁରୁ ମାହିନୀ ମୋହନ ପଟ୍ଟନାୟକ
ସାକ୍ଷାତକାର - ଶ୍ରୀଯୁକ୍ତ ମନୋଜ କୁମାର ପଟ୍ଟନାୟକ, ତା ୩୦.୦୭.୨୦୨୨ ରିଖ, ବିଶିଷ୍ଟ ଘୋଡ଼ା ନାଚ ଶିଳ୍ପୀ
ପଦ୍ମଶ୍ରୀ ଡ. ଉତ୍ସବ ଚରଣ ଦାସ
ସାକ୍ଷାତକାର - ଶ୍ରୀଯୁକ୍ତ ପ୍ରବୋଧ ରଥ
ତା ୧୯.୦୧.୨୦୨୩ ରିଖ, ବିଶିଷ୍ଟ କୃଷ୍ଣଲୀଳା ଶିଳ୍ପୀ ଗୁରୁ ଗୋପିନାଥ ସ୍ୱାଇଁ
ସାକ୍ଷାତକାର - ଶ୍ରୀଯୁକ୍ତ ମନ୍ମଥ କୁମାର ଶତପଥୀ
ତା ୧୮.୦୩.୨୦୨୩ ରିଖ, ବିଶିଷ୍ଟ ଭାରତ ଲୀଳା ଶିଳ୍ପୀ ଗୁରୁ ନବଘନ ପରିଡ଼ା ଏବଂ ବିଶିଷ୍ଟ ହରିକଥା ଶିଳ୍ପୀ ଗୁରୁ
ଲଡ଼ୁ କିଶୋର ପାଣି, ସାକ୍ଷାତକାର - ଶ୍ରୀଯୁକ୍ତ ମନ୍ମଥ କୁମାର ଶତପଥୀ
ତା ୨୬.୦୩.୨୦୨୩ ରିଖ, ବିଶିଷ୍ଟ ପ୍ରହ୍ଲାଦ ନାଟକ ଶିଳ୍ପୀ ଗୁରୁ ସୀମାଞ୍ଚଳ ପାତ୍ର ଓ ବିଶିଷ୍ଟ ରାମଲୀଳା ଶିଳ୍ପୀ ଗୁରୁ
ଶ୍ୟାମସୁନ୍ଦର ପାଣିଗ୍ରାହୀ, ସାକ୍ଷାତକାର - ଶ୍ରୀଯୁକ୍ତ ଶାନ୍ତନୁ କୁମାର ରଥ
ତା ୨୮.୦୩.୨୦୨୩ ରିଖ, ବିଶିଷ୍ଟ ସଞ୍ଚାର ଶିଳ୍ପୀ ଗୁରୁ ଅଲେଖ ସାହୁ, ବିଶିଷ୍ଟ ଲୋକନୃତ୍ୟ ଶିଳ୍ପୀ ଗୁରୁ ଗାନ୍ଧୀ ବାରିକ
ଓ ବିଶିଷ୍ଟ ବ୍ରହ୍ମବୀଣା ଶିଳ୍ପୀ ଗୁରୁ ଆନନ୍ଦ ବାଗ, ସାକ୍ଷାତକାର - ଶ୍ରୀଯୁକ୍ତ ରବିରତନ ସାହୁ
-
୮. ରାଜ୍ୟସ୍ତରୀୟ ମେଘ ଉତ୍ସବ :
ତା ୧୧.୦୮.୨୦୨୨ ରିଖ ଓ ତା ୧୨.୦୮.୨୦୨୨ ରିଖ, ସଂସ୍କୃତି ଭବନ, ଯାଜପୁର ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଓ
ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁରର ମିଳିତ ସହଯୋଗରେ ତା ୧୧.୦୮.୨୦୨୨ ରିଖ ଓ ତା ୧୨.୦୮.୨୦୨୨ ରିଖ
ଦୁଇଦିନ ସଂସ୍କୃତି ଭବନ, ଯାଜପୁର ଠାରେ ‘ମେଘ ଉତ୍ସବ’ ଆୟୋଜିତ ହୋଇଥିଲା । ଉକ୍ତ ଉତ୍ସବରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ
ନୃତ୍ୟ, ସୁଗମ ସଂଗୀତ, ବାଦ୍ୟ ବିଚିତ୍ରା, ଆଦିବାସୀ ନୃତ୍ୟ(ଦୂରୁଆ), ଗୋଟି ୁଅ ଛଉନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ରାଜ୍ୟର
ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।
-
୯. “ଭାରତୀୟମ”, ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ :
ସ୍ୱାଧିନତାର ୭୬ତମ ପୂର୍ତ୍ତି ଅବସରରେ “ଭାରତୀୟମ” (ଦେଶାତ୍ମବୋଧକ ସଂଗୀତ ଉତ୍ସବ) ତା୧୫.୦୮.୨୦୨୨
ରିଖରେ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଶ୍ରୀ ପ୍ରଶାନ୍ତ ପାଢୀ, ଶ୍ରୀ ବିଭୁ କିଶୋର ଦାସ,
ଡ. ଚନ୍ଦନ ଗନ୍ତାୟତ, ଶ୍ରୀ ଅଭିଜିତ୍ ମିଶ୍ର, ଶ୍ରୀ ରନ୍ଦି ୍ ପାଲିତ୍, ଶ୍ରୀମତୀ ଅନିନ୍ଦିତା ଦାସ, ଶ୍ରୀମତୀ ଜୟଶ୍ରୀ ଧଳ, ଶ୍ରୀମତୀ ପଦ୍ମିନୀ
ଦୋରା, ଅନ୍ତରା ଚକ୍ରବର୍ତ୍ତୀ, ଲୋପାମୁଦ୍ରା ଦାସ, ଲି ୍ସା ମହାରଣା ଆଦି ପ୍ରତିଷ୍ଠିତ ସଂଗୀତଶିଳ୍ପୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ
ସଂଗୀତ ପରିବେଷଣ କରାଯାଇଥିଲା ।
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ “ଭାରତୀୟମ୍” ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ତା ୨୬.୦୧.୨୦୨୩ ରିଖରେ
ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ମୀକାନ୍ତ ପାଲିତ୍, ସୁଧାକର ମିଶ୍ର, ସନାତନ ପଣ୍ଡା, ସୌମ୍ୟ ବଡ଼ ଣ୍ଡା,
ଶ୍ୱେତା ମିଶ୍ର, ସୋହିନୀ ମିଶ୍ର, ବର୍ଣ୍ଣାଳୀ ହୋତା, ପଦ୍ମିନୀ ପାଣିଗ୍ରାହୀ, ଦେବାଂଶୀ ଦାସ, ଓ ଦିବ୍ୟଜ୍ୟୋତି ଜେଠୀ ଆଦି ପ୍ରତିଷ୍ଠିତ
ସଂଗୀତଶିଳ୍ପୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ।
-
୧୦. “କାଳଜୟୀ ସଙ୍ଗୀତଜ୍ଞ” (Legends of Music) : ତା. ୨୯ ଓ ତା ୩୦.୦୮.୨୦୨୨ ରିଖ, ରବୀନ୍ଦ୍ର
ମଣ୍ଡପ, ଭୁବନେଶ୍ୱର ।
ଏହି ବିଶେଷ କାର୍ଯ୍ୟକ୍ରମରେ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର, ଗୁରୁ ଭୁବନେଶ୍ୱର ମିଶ୍ର, ଗୁରୁ ବାଳକୃଷ୍ଣ ଦାଶ, ପଣ୍ଡିତ
ରଘୁନାଥ ପାଣିଗ୍ରାହୀ, ଗୁରୁ ଭିକାରୀ ଚରଣ ବଳ, ଗୁରୁ ଅକ୍ଷୟ କୁମାର ମହାନ୍ତି, ଗୁରୁ ପ୍ରଫୁଲ୍ଲ କୁମାର କର, ଗୁରୁ ଫକୀର
ପଟ୍ଟନାୟକ, ଗୁରୁ ଶାନ୍ତନୁ କୁମାର ମହାପାତ୍ର, ଗୁରୁ ରାଧାକୃଷ୍ଣ ଭଞ୍ଜ ପ୍ରମୁଖ କାଳଜୟୀ ସଂଗୀତଜ୍ଞଙ୍କ କୃତୀ ଓ କରଣୀ କୁ ଦୃଶ୍ୟଶ୍ରାବ୍ୟ
ପ୍ରଦର୍ଶନ ସହିତ ତାଙ୍କର ସୃଷ୍ଟି ସମ୍ଭାର କୁ ସଂଗୀତ ମାଧ୍ୟମରେ ପ୍ରତିଷ୍ଠିତ ସଂଗୀତ ଶିଳ୍ପୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।
-
୧୧. ୧୫ ତମ ସାତ୍ରୀୟା ସଙ୍ଗୀତ ସମାରୋହ : ତା ୧୦.୦୯.୨୦୨୨ ରୁ ତା ୧୨.୦୯.୨୦୨୨ ରିଖ, ରବୀନ୍ଦ୍ର
ମଣ୍ଡପ, ଭୁବନେଶ୍ୱର ।
କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ ଅଧିନରେ ପରିଚାଳିତ ସାତ୍ରୀୟା କେନ୍ଦ୍ର ଗୌହାଟି ଆନୁକୂଲ୍ୟରେ,
ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ସହଯୋଗରେ ଅନୁଷ୍ଠିତ ହୋଇଥିଲା । ତତ୍ସହିତ ତା. ୧୧.୦୯.୨୦୨୨
ଓ ତା. ୧୨.୦୯.୨୦୨୨ରିଖ ଦୁଇ ଦିନ ପ୍ରତ୍ୟହ ଶାତ୍ରୀୟା ସଂଗୀତ ଉପରେ ଏକ ସମ୍ପାନ (ଗ୍ଦରଜ୍ଞସଦ୍ଭବକ୍ସ) ଉକ୍ରଳ ସଂଗୀତ
ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଦେଶର ବିଭିନ୍ନ ରାଜ୍ୟ ଯଥା : ଆସାମ, ମୁମ୍ବାଇ ଓ ଓଡ଼ିଶାର ବିଶିଷ୍ଟ
ଶିଳ୍ପୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
-
୧୨. ଦୀକ୍ଷାଶାଳା କାର୍ଯ୍ୟକ୍ରମ :
ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଓଡ଼ିଶୀ ନୃତ୍ୟକୁ ନେଇ
ପାଞ୍ଚଦିନିଆ ଦୀକ୍ଷାଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ତା୦୮.୦୯.୨୦୨୨ ରିଖ : ଗୁରୁ ନିରଞ୍ଜନ ରାଉତଙ୍କ ତତ୍ତ୍ୱାବଧାନରେ ସଂଯୋଜକ ଭାବେ ଶ୍ରୀମତୀ ସ୍ୱପ୍ନାରାଣି ସିହ୍ନାଙ୍କ
ସହଯୋଗରେ ଅନୁଗୁଳ ଠାରେ ଏବଂ ଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ସଂଯୋଜକ ଭାବେ ଶ୍ରୀଯୁକ୍ତ
ନାରାୟଣ ପାଣ୍ଡେଙ୍କ ସହଯୋଗରେ ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା ।
ତା୨୦.୦୮.୨୦୨୨ ରିଖ : ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ ତତ୍ତ୍ୱାବଧାନରେ ସଂଯୋଜକ ଭାବେ ଗୁରୁ ପଙ୍କଜ କୁମାର ପ୍ରଧାନଙ୍କ
ସହଯୋଗରେ ଭୁବନେଶ୍ୱର ଠାରେ
ତା୨୧.୦୮.୨୦୨୨ ରିଖ : ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ସଂଯୋଜକ ଭାବେ ଶ୍ରୀଯୁକ୍ତ ଶିବରାମ ବାରିକଙ୍କ
ସହଯୋଗରେ ବ୍ରହ୍ମ ୁର ଠାରେ ଅନୁଷ୍ଠିତ ହୋଇଥିଲା ।
-
୧୩. ରାଜ୍ୟସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ” :
ତା ୧୨.୦୯.୨୦୨୨ ରିଖ ଠାରୁ ତା ୧୬.୦୯.୨୦୨୨ ରିଖ ପର୍ଯ୍ୟନ୍ତ, ଭଞ୍ଜ କଳା ମଣ୍ଡପ, ଭୁବନେଶ୍ୱର ।
ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗ ସଙ୍ଗମ’ ଅନୁଷ୍ଠିତ ହୋଇଥିଲା । ଉକ୍ତ
ପାଞ୍ଚଦିନିଆ ନାଟକ ଉତ୍ସବରେ ନାଟକ : “କାଚଘର”, “ଅସୁର ଗଡ଼ର କଥା”, “କୁଆଁରୀ”, “ହାରିଗଲା ହରି ଦ” ଓ “ହାଏରେ
ସତିଆ” ଆଦି ରାଜ୍ୟର ପାଞ୍ଚଗୋଟି ବିଶିଷ୍ଟ ନାଟ୍ୟଦଳମାନଙ୍କ ଦ୍ୱାରା ନାଟକ ମଞ୍ଚସ୍ଥ କରାଯାଇଥିଲା ।
-
୧୪. ଦୀକ୍ଷାନ୍ତ କାର୍ଯ୍ୟକ୍ରମ : ‘ରାଧା ପ୍ରେମ ଲୀଳା’
ତା ୨୧.୦୯.୨୦୨୨ ରିଖ, ପୁଟବଗଡ଼, ଛତ୍ର ୁର, ଗଞ୍ଜାମ ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଗୁରୁ ଶିଷ୍ୟ ପରମ୍ପରା ଭିତ୍ତିରେ ‘ଦୀକ୍ଷାନ୍ତ କାର୍ଯ୍ୟକ୍ରମ’ ଗୁରୁ
ଯୁଦ୍ଧିଷ୍ଠିର ନାୟକଙ୍କ ତତ୍ତ୍ୱାବଧାନରେ ୧୦ ଜଣ ଶିଷ୍ୟଙ୍କୁ ନେଇ ରାଧାପ୍ରେମ ଲୀଳା ଶିକ୍ଷା କାର୍ଯ୍ୟକ୍ରମ ତା. ୨୧.୦୯.୨୦୨୨
ରିଖରୁ ପୁଟବଗଡ଼, ଛତ୍ର ୁର, ଗଞ୍ଜାମ ଠାରେ ଅନୁଷ୍ଠିତ ହୋଇଥିଲା ।
-
୧୫. ଓଡ଼ିଶା ଉତ୍ସବ : ତା ୧୪ ରିଖ ଠାରୁ ତା ୧୬.୧୦.୨୦୨୨ ରିଖ ପର୍ଯ୍ୟନ୍ତ, ରବୀନ୍ଦ୍ର କଳା କ୍ଷେତ୍ର, ଜେ.ସି.
ରୋଡ଼, ବାଙ୍ଗାଲୁରୁ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର
ସହଯୋଗ କ୍ରମେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ନାଟକ : ଆହେ ନୀଳ ଶୈଳ : ରେଡ଼ିଓ ଚକୋଲେଟ୍, ଭୁବନେଶ୍ୱର,
ଓଡ଼ିଶୀ କଙଋ ସଙ୍ଗୀତ : ସଂଗୀତା ପଣ୍ଡା, ରୂ କ ପରିଡ଼ା, ମାତୃ ପ୍ରସାଦ ଦାସ, ତାଳବାଦ୍ୟ : ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀ,
ଭୁବନେଶ୍ୱର, ଓଡ଼ିଶୀ ନୃତ୍ୟ : ଜ୍ୟୋକ୍ଟରା ସାହୁ ଓ ସାଥୀ, କଟକ, ଘୋଡ଼ା ନାଚ : ପଦ୍ମଶ୍ରୀ ଡ. ଉତ୍ସବ ଚରଣ ଦାସ ଓ ସାଥୀ,
ଚୌଦ୍ୱାର, କଟକ, ଛଉନୃତ୍ୟ : ଲୋକନାଥ ଦାସ ଓ ସାଥୀ, ମୟୂରଭଞ୍ଜ, ସମ୍ବଲପୁରୀ ନୃତ୍ୟ:ଦିଲ୍ଲୀପ କୁମାର ସାହୁ ଓ ସାଥୀ,
ବରଗଡ଼, ସିଂଘାରୀ ନୃତ୍ୟ (ଆଦିବାସୀ) : ଧ୍ୟାନାନନ୍ଦ ପଣ୍ଡା ଓ ସାଥୀ, ଭବାନୀପାଟଣାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ
କରାଯାଇଥିଲା ।
-
୧୬. ଦୀକ୍ଷାନ୍ତ କାର୍ଯ୍ୟକ୍ରମ :
ତା ୨୩.୧୦.୨୦୨୨ ରିଖ, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ।
‘ଦୀକ୍ଷାନ୍ତ’ କାର୍ଯ୍ୟକ୍ରମ ମାଧ୍ୟମରେ ମଦୋମହୁଲୀ, ପଦ୍ମ ୁର ଠାରେ ଗୁରୁ ଲୁରୁ ବିଭାରଙ୍କ ତତ୍ତ୍ୱବଧାନରେ ତା.
୨୩.୧୦.୨୦୨୨ ରିଖରେ ୪ ଜଣ ଶିଶ୍ୟଙ୍କୁ ମହୁରୀ ବାଦ୍ୟରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଗୁରୁ ଶ୍ୟାମ ସୁନ୍ଦର ପାତ୍ରଙ୍କ
ତତ୍ତ୍ୱାବଧାନରେ ସେଲିଡ଼ି, ସୋନ୍ ୁର ଠାରେ ୧୦ ଜଣ ଶିଷ୍ୟଙ୍କୁ ନେଇ ପରଭା ନୃତ୍ୟ ଶିକ୍ଷା ପ୍ରଦାନ କରାଯାଇଥିଲା ।
-
୧୭. ରଙ୍ଗବତୀ (ପଶ୍ଚିମ ଓଡ଼ିଶା ନୃତ୍ୟ, ସଙ୍ଗୀତ) ଉତ୍ସବ :
ତା ୦୬.୧୧.୨୦୨୨ ରିଖ ଓ ତା ୦୭.୧୧.୨୦୨୨ ରିଖ, ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ହିଲ୍ ପାଟଣା,
ବ୍ରହ୍ମ ୁର ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଞ୍ଚ ସମ୍ବଲପୁରୀ
ସଂଗୀତ : ନବୀନ କଅଁର ଓ ସାଥୀ, ବଲାଙ୍ଗିର, ଞ୍ଚ ଉଧବ ଭୀତିରିଆ ଓ ସାଥୀ, ସୁନ୍ଦରଗଡ, ଞ୍ଚ ଜୟଶ୍ରୀ ପୁରୋହିତ, ସମ୍ବଲପୁର, ଞ୍ଚ
ମଣ୍ଟୁ ଦୁବେ ଓ ସାଥୀ, ସମ୍ବଲପୁର, ଞ୍ଚ ରମେଶ ଗୁର୍ଲା ଓ ସାଥୀ, ସଂଗୀତ ସମିତୀ, ପଦ୍ମ ୁର, ବରଗଡ଼, ଞ୍ଚ ରତନ କୁମାର ପୂଜାରୀ ଓ
ସାଥୀ, କଳା ଓ କଳାକାର, ଧନୁ ।ଲୀ, ସମ୍ବଲପୁର, ଞ୍ଚ ଦେବରାଜ ଛତ୍ରିଆ ଓ ସାଥୀ, ବରଗଡ଼ ଏବଂ ସମ୍ବଲପୁରୀ ସଂଗୀତ : ଞ୍ଚ
ରମେଶ ସୁନା ଓ ସାଥୀ, ଢ଼ୋଲମହୁରୀ କଳାପରିଷଦ, ରାଉରକେଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
-
୧୮. ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ :
ତା ୦୯.୧୧.୨୦୨୨ ରିଖ ଓ ତା ୧୦.୧୧.୨୦୨୨ ରିଖ, ଭଞ୍ଜ କଳା ମଣ୍ଡପ, ଭୁବନେଶ୍ବର ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ପାଲା : ସ୍ୱର୍ଣ୍ଣ ୍ରଭା ଲେଙ୍କା ଓ ସାଥୀ,
କେନ୍ଦ୍ର ଡ଼ା, ଅମିତ୍ରା ସାମଲ ଓ ସାଥୀ, ଯାଜପୁର, ବାବାଜୀ ଚରଣ ଜେନା ଓ ସାଥୀ, କେନ୍ଦୁଝର, ପର୍ଶୁରାମ ପଣ୍ଡା ଓ ସାଥୀ,
କେନ୍ଦ୍ରାପଡ଼ା , ଶରତ ଚନ୍ଦ୍ର ତ୍ରି ।ଠୀ ଓ ସାଥୀ, କଟକ, ନିରଞ୍ଜନ ବାହିନୀପତି ଓ ସାଥୀ, ଖୋର୍ଦ୍ଧା ଏବଂ ଦାସକାଠିଆ :
ଦେବେନ୍ଦ୍ରନାଥ ଦାଶ ଓ ସାଥୀ, ଗଞ୍ଜାମ ବାଳକୃଷ୍ଣ ମିଶ୍ର ଓ ସାଥୀ, ଗଞ୍ଜାମ ଦ୍ୱାରା ପରିବେଷଣ କରିଥିଲେ ।
-
୧୯. ରାଜାରାଣୀ ସଙ୍ଗୀତ ଉତ୍ସବ :
ତା ୧୨.୧୧.୨୦୨୨ ରିଖ ଠାରୁ ତା ୧୪.୧୧.୨୦୨୨ ରିଖ, ରାଜାରାଣୀ ମନ୍ଦିର ପ୍ରାଙ୍ଗଣ, ଭୁବନେଶ୍ବର ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର
ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ହିନ୍ଦୁସ୍ତାନୀ ବଂଶୀ ବାଦନ, ଜବାହର
ମିଶ୍ର ଓ ସାଥୀ, ଭୁବନେଶ୍ୱର, ହନ୍ଦି ୁସ୍ତାନୀ କଙଋ ସଙ୍ଗୀତ :ଅଶ୍ୱିନୀ ଭିଡ଼େ ଦେଶପାଣ୍ଡେ ଓ ସାଥୀ, ମୁମ୍ବାଇ, ସାରଙ୍ଗୀ : ଶବିର ଖାଁ ଓ
ସାଥୀ, ମୁମ୍ବାଇ, ଓଡ଼ିଶୀ କଙଋ ସଙ୍ଗୀତ : ଡ. ବିଜୟ କୁମାର ଜେନା ଓ ସାଥୀ, ଭୁବନେଶ୍ୱର, କର୍ଣ୍ଣାଟକୀ କଙଋ ସଙ୍ଗୀତ : ଅଭିଶେକ
ରଘୁରାମ ଓ ସାଥୀ, ଚେନ୍ନାଇ ଓ କର୍ଣ୍ଣାଟକୀ ବେହେଲା ବାଦନ : ଆକାରୀ ଶୁଭଲକ୍ଷ୍ମୀ ଓ ସାଥୀ, ଚେନ୍ନାଇ ଆଦିଙ୍କ ଦ୍ୱାରା
ପରିବେଷଣ କରାଯାଇଥିଲା ।
-
୨୦. ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ - ୨୦୨୨ :
ତା ୩୦.୧୧.୨୦୨୨ ରିଖ ଠାରୁ ତା ୦୪.୧୨.୨୦୨୨ ରିଖ ପର୍ଯ୍ୟନ୍ତ, ଜନତା ମଇଦାନ, ଭୁବନେଶ୍ୱର ।
ରାଜ୍ୟସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
ଦ୍ୱାରା ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ରାଜ୍ୟର ସିଂଘାରି ନୃତ୍ୟ : ଧ୍ୟାନନନ୍ଦ ପଣ୍ଡା ଓ ସାଥୀ, ପ୍ରତିଭା,
ଭବାନୀପାଟଣା, ଛଉ ନୃତ୍ୟ : ଶୁଭଶ୍ରୀ ମୁଖାର୍ଜୀ ଓ ସାଥୀ, ଛାଉଣୀ, ବାରି ଦା, ସମ୍ବଲପୁରୀ ନୃତ୍ୟ: ମୋହିତ କୁମାର ସ୍ୱାଇଁ ଓ
ସାଥୀ, ସମ୍ବଲପୁର, ସମ୍ବଲପୁରୀ ନୃତ୍ୟ : ଆଲୋକ ପଣ୍ଡା ଓ ସାଥୀ, ସମ୍ବଲପୁର, ଗୋଟି ୁଅ ନୃତ୍ୟ : ବିଜୟ କୁମାର ସାହୁ ଓ ସାଥୀ,
ନକ୍ଷତ୍ର ଗୁରୁକୂଳ, ଭୁବନେଶ୍ୱର, ଲାଞ୍ଜିଆ ସଉରା : ସୁଦାମ ବରଦା ଓ ସାଥୀ, ପାରଳାଖେମୁଣ୍ଡି, ବ୍ୟାଣ୍ଡ ଓ ସୁଗମ ସଙ୍ଗୀତ :
ଶିବାଙ୍ଗୀ ଓ ସାଥୀ, ଭୁବନେଶ୍ୱରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
-
୨୧. କୋଣାର୍କ ଉତ୍ସବ :
ତା ୦୧.୧୨.୨୦୨୨ ରିଖ ଠାରୁ ତା ୦୫.୧୨.୨୦୨୨ ରିଖ ପର୍ଯ୍ୟନ୍ତ, କୋଣାର୍କ ମୁକ୍ତାକାଶ ମଣ୍ଡପ,
କୋଣାର୍କ ।
ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଅଛି ।
ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଶୀ ନୃତ୍ୟ : ଡାତୁକ ରାମଲି ଇବ୍ରାହିମ୍ ଓ ସାଥୀ, ସୁତ୍ର ଫାଉଣ୍ଡେସନ୍, ମାଲଏସିଆ, କଥକ ନୃତ୍ୟ :
ରାଜେନ୍ଦ୍ର ଗଙ୍ଗନୀ ଓ ସାଥୀ, ଗୁରୁ କୁନ୍ଦନଲାଲ ଗଙ୍ଗନୀ ଫାଉଣ୍ଡେସନ୍, ନୂଆଦିଲ୍ଲୀ, ମଣି ୁରୀ ନୃତ୍ୟ : ଏଲ୍ ଉପେନ୍ଦ୍ର ଶର୍ମା ଓ ସାଥୀ,
ଜବାହରଲାଲ ନେହେରୁ ମଣି ୁର ଡାନ୍ସ ଏକାଡେମୀ, ଇମ୍ଫାଲ, ଓଡ଼ିଶୀ ନୃତ୍ୟ : ଶ୍ରୀମତୀ ମୀରା ଦାସ ଓ ସାଥୀ, କଟକ, ଓଡ଼ିଶୀ
ନୃତ୍ୟ : ଶ୍ରୀମତୀ ଦେବମିତ୍ରା ସେନଗୁପ୍ତା ଓ ସାଥୀ, କୋଲକତା ମୋହିନୀଆଟମ: ଗୋପିକା ବର୍ମା ଓ ସାଥୀ, ଚେନ୍ନାଇ,
ଭାରତନାଟ୍ୟମ : ଲୀଲା ମାମସନ ଓ ସାଥୀ, ଚେନ୍ନାଇ, ଓଡ଼ିଶୀ ନୃତ୍ୟ : ପିତାମ୍ବର ବିଶ୍ୱାଳ ଓ ସାଥୀ, ଭୁବନେଶ୍ୱର, ଓଡ଼ିଶୀ ନୃତ୍ୟ :
ପ୍ରଭାତ କୁମାର ସ୍ୱାଇଁ ଓ ସାଥୀ, ଭୁବନେଶ୍ୱର ଓ କୁଚି ୁଡ଼ି ନୃତ୍ୟ : ଏମ୍ ଜଇକିଶୋର ମୋସାଲିକାନ୍ତୀ ଓ ସାଥୀ, ଚେନ୍ନାଇଙ୍କ ଦ୍ୱାରା
ପରିବେଷଣ କରାଯାଇଥିଲା ।
-
୨୨. ୨୦୨୧ ଓ ୨୦୨୨ ବର୍ଷର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ
ଯୁବ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ : ତା ୧୯.୧୨.୨୦୨୨ ରିଖ, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ।
ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ୨୦୨୧ ଓ ୨୦୨୨ଦୁଇ ବର୍ଷ ପାଇଁ ନୃତ୍ୟ, ସଙ୍ଗୀତ, ନାଟକ ଓ
ଲୋକକଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳାସାଧକମାନଙ୍କର ଆଜୀବନ ସାଧନା ପାଇଁ ଏକାଡେମୀର ସର୍ବୋଚ୍ଚ ସମ୍ମାନ -
“କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ” ଓ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଅଛି ।
୨୦୨୧ ବର୍ଷ : “କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ” ଶ୍ରୀ ଗୋପାଳ ଚନ୍ଦ୍ର ପଣ୍ଡା ଓ “ଏକାଡେମୀ ପୁରସ୍କାର” ଅଭିନୟ : ଶ୍ରୀ
ବିନାୟକ ମିଶ୍ର ଓ ଶ୍ରୀମତୀ ମନୋରମା ମହାନ୍ତି, ନାଟ୍ୟ ରଚନା : ଡ. ବିଜୟ କୁମାର ଶତପଥୀ, ନିଦେ୍ର୍ଦଶନା : ଶ୍ରୀ ନବୀନ କୁମାର
ପରିଡ଼ା, ମଞ୍ଚକଳା : ଶ୍ରୀ ଶରତ କୁମାର ମହାନ୍ତି, ଲୋକସଙ୍ଗୀତ : ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ, ଲୋକବାଦ୍ୟ : ଶ୍ରୀ ମୂରଲୀଧର
ବେହେରା, ଲୋକନୃତ୍ୟ : ବେଟିଖାଇ ବରିହା, ଲୋକନାଟ୍ୟ : ଶ୍ରୀ ଗୋପିନାଥ ସ୍ୱାଇଁ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ତାଳ ) : ଶ୍ରୀ
ଜନାର୍ଦ୍ଦନ ଦାଶ,ଯନ୍ତ୍ର ସଙ୍ଗୀତ (ତାରବାଦ୍ୟ/ସୁଶୀର ବାଦ୍ୟ) : ଶ୍ରୀମତୀ କେ. ଭୁବନେଶ୍ୱରୀ, ଓଡ଼ିଶୀ ନୃତ୍ୟ : ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁ,
ଓଡ଼ିଶୀ କଣ୍ଠ ସଙ୍ଗୀତ : ଡ. ସଂଗୀତା ଗୋସାଇଁ, ସୁନନ୍ଦା ପଟ୍ଟନାୟକ ସମ୍ମାନ(ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ): ଶ୍ରୀମତୀ ମିତାଲି ଚିନାରା,
ସୁଗମ ସଙ୍ଗୀତ : ଶ୍ରୀ ଦେବାଶିଷ ମହାପାତ୍ର ।
୨୦୨୨ ବର୍ଷ : “କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ” ଶ୍ରୀ ଜଗନ୍ନାଥ ବେହେରା ଓ “ଏକାଡେମୀ ପୁରସ୍କାର” ରେ ଅଭିନୟ : ଶ୍ରୀ
ଶଙ୍କରପ୍ରସାଦ ବସୁମଲ୍ଲିକ ଓ ଶ୍ରୀ ପ୍ରଦୀପ କୁମାର ପଣ୍ଡା, ନାଟ୍ୟ ରଚନା : ଶ୍ରୀ ଅଶୋକ କୁମାର ବହିଦାର, ନିଦେ୍ର୍ଦଶନା : ଶ୍ରୀ ରମେଶ
ଚନ୍ଦ୍ର ମହାନ୍ତି, ମଞ୍ଚକଳା : ଶ୍ରୀ ଦେବେନ୍ଦ୍ର କୁମାର ଅମାତ, ଲୋକସଙ୍ଗୀତ : ଶ୍ରୀ ସୁବାସ ଚନ୍ଦ୍ର ରାମ, ଲୋକବାଦ୍ୟ : ଶ୍ରୀ ପ୍ରଦୀପ
କୁମାର ସିଂହ, ଲୋକନୃତ୍ୟ : ଶ୍ରୀ ଜୟକୃଷ୍ଣ ନାୟକ, ଲୋକନାଟ୍ୟ : ଶ୍ରୀ ରସିକ ସାହୁ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ବାଦ୍ୟ ): ଶ୍ରୀ ଅଜୟ
କୁମାର ଚୌଧୁରୀ, ଯନ୍ତ୍ର ସଙ୍ଗୀତ (ତାରବାଦ୍ୟ/ସୁଶୀର ବାଦ୍ୟ) : ଶ୍ରୀ ଅଭିରାମ ନନ୍ଦ, ଓଡ଼ିଶୀ ନୃତ୍ୟ : ଡ. ମନୋରଞ୍ଜନ ପ୍ରଧାନ,
ଓଡ଼ିଶୀ କଣ୍ଠ ସଙ୍ଗୀତ : ଶ୍ରୀ ସୁକାନ୍ତ କୁମାର କୁଣ୍ଡୁ, ସୁନନ୍ଦା ପଟ୍ଟନାୟକ ସମ୍ମାନ (ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ): ଶ୍ରୀମତୀ ଅନିନ୍ଦିତା
ଦାସ ଓ ସୁଗମ ସଙ୍ଗୀତ : ଶ୍ରୀ ପ୍ରଶାନ୍ତ ପାଢ଼ୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା ।
କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପାଇଁ ମନୋନୀତ :
୨୦୨୧ ବର୍ଷ : ସଙ୍ଗୀତ : ଶ୍ରୀ ରାମଚନ୍ଦ୍ର ବେହେରା (ଯନ୍ତ୍ର ସଂଗୀତ “ମର୍ଦ୍ଦଳ”), ନୃତ୍ୟ : ଶ୍ରୀ ରାହୁଳ ଆଚାର୍ଯ୍ୟ (ଓଡ଼ିଶୀ ନୃତ୍ୟ),
ନାଟକ: ଶ୍ରୀ ନଳିନୀ ନୀହାର ନାୟକ (ନିଦେ୍ର୍ଦଶନା), ଲୋକ କଳା : (କ) ଲୋକନୃତ୍ୟ ଓ ଲୋକନାଟ୍ୟ : ଶ୍ରୀ ଏସ୍ କ୍ଷୀରୋଦ
ଦୋରା (ଲୋକନୃତ୍ୟ “ପଶୁମୁଖା”) (ଖ)ଲୋକ ଗୀତ ଓ ଲୋକ ବାଦ୍ୟ : ଶ୍ରୀ ଅଶ୍ୱିନୀ କୁମାର ପଟେଲ (ଲୋକବାଦ୍ୟ) ।
୨୦୨୨ ବର୍ଷ : ସଙ୍ଗୀତ : ଶ୍ରୀ ବ୍ରଜେଶ ପଦ ପଣ୍ଡା (ହିନ୍ଦୁସ୍ଥାନୀ କଙଋ ସଂଗୀତ), ନୃତ୍ୟ : ଶ୍ରୀ ବିଶ୍ୱଜିତ୍ ଦାସ (ଓଡ଼ିଶୀ ନୃତ୍ୟ),
ନାଟକ : ଶ୍ରୀ ଆଦର୍ଶ କୁମାର ଦାସ (ଅଭିନୟ), ଲୋକ କଳା : (କ) ଲୋକନୃତ୍ୟ ଓ ଲୋକନାଟ୍ୟ : ଜୟନ୍ତୀ ଦୀପ
(ଲୋକବାଦ୍ୟ), (ଖ)ଲୋକ ଗୀତ ଓ ଲୋକ ବାଦ୍ୟ : ନିଳାଚଳ ପାନ (ଲୋକଗୀତ) ।
-
୨୩. ଓଡ଼ିଶାର ପ୍ରବାଦ ପୁରଷମାନଙ୍କ ଜୀବନୀ ଉପରେ ଆଧାରିତ “ନାଟକ ଉତ୍ସବ” :
ତା ୦୪.୦୧.୨୦୨୩ ରିଖ ଠାରୁ ତା ୦୮.୦୧.୨୦୨୩ ରିଖ ପର୍ଯ୍ୟନ୍ତ, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ।
ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ,
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ପ୍ରବାଦ ପୁରୁଷ ନାଟକ : “ଏ ଜାତିର ସେନାପତି” ବ୍ୟାସକବି
ଫକିର ମୋହନ ସେନାପତି, “କାବ୍ୟଶିଳ୍ପୀ ଗଙ୍ଗାଧର” ସ୍ୱଭାବକବି ଗଙ୍ଗାଧର ମେହେର, “ଅଦୃଶ୍ୟ ନଟ” (ଭକ୍ତ କବି ଦୀନକୃଷ୍ଣ
ଦାସ) ଭକ୍ତକବି ଦୀନକୃଷ୍ଣ ଦାସ, “ନିଃସଙ୍ଗ ନାୟକ” କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓ “ସ୍ୱାଭିମାନୀ ଗଜପତି” ମହାରାଜା
କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଉପରେ ଆଧାରିତ ନାଟକ ପାଞ୍ଚଟି ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ଦ୍ୱାରା ମଞ୍ଚସ୍ଥ ହୋଇଥିଲା ।
-
୨୪. ମୁକ୍ତେଶ୍ୱର ନୃତ୍ୟ ଉତ୍ସବ :
ତା ୧୪.୦୧.୨୦୨୩ ରିଖ ଠାରୁ ତା ୧୬.୦୧.୨୦୨୩ ରିଖ, ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣ, ଭୁବନେଶ୍ବର ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର
ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ତିନିଦିନ ପାଇଁ ଶିବ ବନ୍ଦନା : ମହେନ୍ଦ୍ର
କୁମାର ଆଚାର୍ଯ୍ୟ ଓ ସାଥୀ, ଭୁବନେଶ୍ୱର, ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଓ ସାଥୀ, କଟକ, ନିମାକାନ୍ତ ରାଉତରାୟ ଓ ସାଥୀ,
ଭୁବନେଶ୍ୱର, ଓଡ଼ିଶୀ ଏକକ ନୃତ୍ୟ : ସରିତା ମିଶ୍ର, କୋଲକତା, ହରେକୃଷ୍ଣ ଧଳ, ଭୁବନେଶ୍ୱର, ଶିକତା ଦାସ, ଭୁବନେଶ୍ୱର,
ଓଡ଼ିଶୀ ଦୈତ ନୃତ୍ୟ : ଗାୟତ୍ରୀ ରଣବୀର ଓ ସୌରଭ ମହାନ୍ତି, ଭୁବନେଶ୍ୱର, ତ୍ରିଲୋଚନ ସାହୁ ଓ ପ୍ରଶାନ୍ତି ଜେନା, ଭୁବନେଶ୍ୱର,
ହିମାଂଶୁ କୁମାର ରାୟ ଓ ଦିପ୍ତିରଞ୍ଜନ ବରାଳ, ଭୁବନେଶ୍ୱର, ଓଡ଼ିଶୀ ଦଳଗତ ନୃତ୍ୟ : ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ,
ଭୁବନେଶ୍ୱର, ସଂକଳ୍ପ, ନୂଆଦିଲ୍ଲୀ ଓ ସର୍ଜନ, ଭୁବନେଶ୍ୱରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।
-
୨୫. ‘ପୂର୍ବ ରଙ୍ଗ’ ଜାତୀୟ ନାଟ୍ୟ ଉତ୍ସବ :
ତା ୦୧.୦୨.୨୦୨୩ ରିଖ ଠାରୁ ତା ୦୪.୦୨.୨୦୨୩ ରିଖ ପର୍ଯ୍ୟନ୍ତ, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପୂର୍ବାଞ୍ଚଳ
ସାଂସ୍କୃତିକ କେନ୍ଦ୍ର, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର, କୋଲକାତା ପକ୍ଷରୁ ଓ ଓଡ଼ିଶା ନାଟ୍ୟସଂଘ, ଭୁବନେଶ୍ୱରର ମିଳିତ
ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆ ଦିଲ୍ଲୀର ଏବଂ ଓଡ଼ିଶାର ବିଭିନ୍ନ
ପ୍ରାନ୍ତରୁ ଅଭିଜ୍ଞ ନାଟ୍ୟବିତ୍ମାନେ ପର୍ଯ୍ୟବେକ୍ଷକ ଭାବରେ ଉକ୍ତ ଜାତୀୟ ନାଟକ ଉତ୍ସବରେ ଯୋଗଦାନ କରିବା ସହିତ ନାଟକ
ସଂପର୍କିତ ସଂପାନରେ ଅଂଶ ଗହ୍ର ଣ କରିଥିଲେ । ନାଟକ “କ୍ୱାଁ କ୍ୱାଁ (ପିଲା କାନ୍ଦ)“ୟେ ହେ ବମ୍ବେ ମେରି ଜାନ୍”, “ଆରେ
ମାୟାବୀ ସରୋବର”, “ମେଡ଼ିଆ” ରାଜ୍ୟ ତଥା ରାଜ୍ୟ ବାହାରୁ ବିଶିଷ୍ଟ ନାଟ୍ୟାନୁଷ୍ଠାନମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।
-
୨୬. ୧୭ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା :
ତା ୦୧.୦୨.୨୦୨୩ ରିଖ ଠାରୁ ତା ୧୨.୦୨.୨୦୨୩ ରିଖ ପର୍ଯ୍ୟନ୍ତ, ଜନତାମଇଦାନ, ଭୁବନେଶ୍ୱର ।
ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ଭିନ୍ନକ୍ଷମ ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ
ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ ନୃତ୍ୟ ଓ ସଂଗୀତ ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ
ନୃତ୍ୟ, ଲୋକ ନୃତ୍ୟ ଓ ସଙ୍ଗୀତ, ସୁଗମ ସଙ୍ଗୀତ, ପୂରାତନ ଆଧୁନିକ ସଙ୍ଗୀତ, ଫେସନ ସୋ, ପୁରୁଲିଆ ଛଉ ନୃତ୍ୟ ଆଦି
ଅନ୍ୟାନ୍ୟ ବିଭିନ୍ନ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
-
୨୭. ୧୯ତମ ଧଉଳି-କଳିଙ୍ଗ ମହୋତ୍ସବ - ୨୦୨୩ :
ତା ୧୦.୦୨.୨୦୨୩ ରିଖ ଠାରୁ ତା ୧୨.୦୨.୨୦୨୩ ରିଖ ପର୍ଯ୍ୟନ୍ତ, ଶାନ୍ତି ବିହାର, ଫୁଟହିଲସ୍, ଧଉଳି,
ଭୁବନେଶ୍ୱର ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଡ୍ୟାନ୍ସ
ଏକାଡେମୀ ଓ ଆର୍ଟ ଭିଜନ୍, ଭୁବନେଶ୍ୱର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଶୀ (କାଳୀକୃଷ୍ଣ) :
ବିଚିତ୍ରାନନ୍ଦ ସ୍ୱାଇଁ ଓ ସାଥୀ, ଭୁବନେଶ୍ୱର, ଭାରତନାଟ୍ୟମ୍ (ଆକୃତି) : ପାଶ୍ୱର୍ନାଥ ଉପାଧେୟୀ ଓ ସାଥୀ, ବାଙ୍ଗାଲୁରୁ,
କାଲାରି ।ୟାତୁ ଓ ମୟୂରଭଞ୍ଜ ଛଉ (ଭୀରନ) : କରୋଲୀନା ପ୍ରଦ ଓ ସାଥୀ, ପୁଡ଼ୁଚେରୀ, ମାଜିକାଲ ମାଇଷ୍ଟ୍ରିକ (ରିଦିମ ଅଫ
ଲାଇଫ୍) : ଧନେଶ୍ୱର ସ୍ୱାଇଁ - ଅଗ୍ନିମିତ୍ର ବେହେରା ଓ ସାଥୀ, ବାଦ୍ୟବାଣୀ ଓ ଶିବାଙ୍ଗୀ, ଭୁବନେଶ୍ୱର, ଓଡ଼ିଶୀ (ଅନନ୍ୟା ଓଡ଼ିଶା) :
ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ନୃତ୍ୟ ନୈବେଦ୍ୟ ଓ ଓଡ଼ିଶା ଡ୍ୟାନ୍ସ କ୍ରିଏସନ, ଭୁବନେଶ୍ୱର, ପାରମ୍ପରିକ ସାମରିକ କଳା
(ଗୁରୁକୁଳ ପରମ୍ପରା) : ବିନାଶ କୁମାର ମିଶ୍ର ଓ ସାଥୀ, ଏ.ଓ.ଏମ୍.ଏ.ଏ. ଗୁରୁକୁଳ, ମାଲକାନାଗିରି, ଓଡ଼ିଶୀ (ଜଗନ୍ନାଥସ୍ତକମ) :
ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ସୁର ମନ୍ଦିର, ନୁ ୂର, ରୁଦ୍ରାକ୍ଷ, ନୃତ୍ୟ ନୈବେଦ୍ୟ ଏବଂ ଓଡ଼ିଶା ଡ୍ୟାନ୍ସ କ୍ରିଏସନ, କଥକ (ସଂଯୋଗ) :
ଦେବଶ୍ରୀ ଭଟ୍ଟଚାର୍ଯ୍ୟ, ସୋହିନୀ ଦେବନାଥ ଓ ସାଥୀ, କୋଲକତା
ଓଡ଼ିଶୀ ଓ ମୟୂରଭଞ୍ଜ ଛଉ (ଗାଇଆ-ମଦର ଆର୍ଥ) : ପ୍ରୋଜେକ୍ଟ ଛାଉଣି, ବାରି ଦାଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ
କରାଯାଇଥିଲା ।
-
୨୮. ଓଡ଼ିଶୀ ନୃତ୍ୟ ଉତ୍ସବ : ତା ୧୩.୦୨.୨୦୨୩ ରିଖ ଓ ତା ୧୪.୦୨.୨୦୨୩ ରିଖ, ରବୀନ୍ଦ୍ର ମଣ୍ଡପ,
ଭୁବନେଶ୍ୱର ।
ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଏକକ ଓଡ଼ିଶୀ ନୃତ୍ୟ : ପୁଷ୍ପା ପଣ୍ଡା,
କଟକ, ପ୍ରୀତିଶା ମହାପାତ୍ର, ଭୁବନେଶ୍ୱର, ଦେବାଶିଷ ପଟ୍ଟନାୟକ, ଭୁବନେଶ୍ୱର, ଶ୍ରୀପୂଣ୍ୟା ମହାନ୍ତି, ଭୁବନେଶ୍ୱର ଦ୍ୱୈତ ଓଡ଼ିଶୀ
ନୃତ୍ୟ : ରାଜକୁମାର କର ଓ ଟି. ଟୁଲିକା ରେଡ଼ି, ଭୁବନେଶ୍ୱର, ଜଜ୍ଞଦତ୍ତ ପ୍ରଧାନ ଓ ସନ୍ତୋଷ ରାମ, ଭୁବନେଶ୍ୱର, ଦଳଗତ ଓଡ଼ିଶୀ
ନୃତ୍ୟ : ଦୀପ୍ତି ରାଉତରାୟ ଓ ସାଥୀ, କଟକ, ସୁହାଗ ନଳିନୀ ଦାସ ଓ ସାଥୀ, ଭୁବନେଶ୍ୱର, ନିରଞ୍ଜନ ରାଉତ ଓ ସାଥୀ,
ଭୁବନେଶ୍ୱର ଏବଂ ରୋଜାଲିନ୍ ମହାପାତ୍ର ଓ ସାଥୀ, ଭୁବନେଶ୍ୱରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।
-
୨୯. ‘ପୂର୍ବ ରଙ୍ଗ’ ଜାତୀୟ ନାଟ୍ୟ ଉତ୍ସବ :
ତା ୦୧.୦୩.୨୦୨୩ ରିଖ ଠାରୁ ତା ୦୩.୦୩.୨୦୨୩ ରିଖ ପର୍ଯ୍ୟନ୍ତ, ସିଭିକ୍ ସେଣ୍ଟର, ରାଉରକେଲା ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅନୁଷ୍ଠିତ
ହୋଇଥିଲା । ଏହି ନାଟକ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ମଧୁସୂଦନ ନନ୍ଦ ବୟସ - ୭୮, ମଣ୍ଟୋ କି
ମୋଜେଲ୍, ନୀଳକଣ୍ଟ ନିରାଲା ତିନିଗୋଟି ବିଶିଷ୍ଟ ନାଟ୍ୟଦଳ ନାଟକ ମଞ୍ଚସ୍ଥ କରିଥିଲେ ।
-
୩୦. ବୃନ୍ଦାବନ ମହୋତ୍ସବ : ୦୮.୦୩.୨୦୨୩ ରିଖ, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଅନୁଷ୍ଠିତ
ହୋଇଥିଲା । ଏହି ଉତ୍ସବରେ ରାଜ୍ୟର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ।
-
୩୧. ରାଜ୍ୟସ୍ତରୀୟ ସଂକୀର୍ତ୍ତନ ଉତ୍ସବ :
ତା ୧୨.୦୩.୨୦୨୩ ରିଖ, ମା’ ଧାକୁଲେଇ ମନ୍ଦିର ପ୍ରାଙ୍ଗଣ, ପ୍ରତାପ ନଗରୀ, କଟକ ।
ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଓଡ଼ିଶାର ୧୮
ଗୋଟି ପ୍ରମୁଖ ସଂକୀର୍ତ୍ତନ ଦଳ ଯଥା : ଶ୍ରୀ ପୀତବାସ ଦଳେଇ ଓ ସାଥୀ, ନୟାଗଡ, ଶ୍ରୀ କେଦାର ଚନ୍ଦ୍ର ସାହୁ ଓ ସାଥୀ, ଖୋର୍ଦ୍ଧା, ଶ୍ରୀ
ଉପେନ୍ଦ୍ର କର୍ମୀ ଓ ସାଥୀ, ବୌଦ୍ଧ, ରେଣୁବାଳା ଦାସ ଓ ସାଥୀ, ଢ଼େଙ୍କାନାଳ, ଶ୍ରୀ ଅର୍ଜୁନ ନାୟକ ଓ ସାଥୀ, କଟକ, ଶ୍ରୀ ଅଭିରାମ
ସାମଲ ଓ ସାଥୀ, କେନ୍ଦ୍ରାପଡା, ଶ୍ରୀ ମୁଳିରାମ ସାହୁ ଓ ସାଥୀ, ଅନୁଗୋଳ, ଶ୍ରୀ ନରେନ୍ଦ୍ର ପାଟସାହାଣୀ ଓ ସାଥୀ, ପୁରୀ, ଶ୍ରୀ ପ୍ରମୋଦ
କୁମାର ବାରିକ ଓ ସାଥୀ, ଖୋର୍ଦ୍ଧା, ଶ୍ରୀ ମାନସ ରଞ୍ଜନ ପଟ୍ଟାୟତ ଓ ସାଥୀ,କଟକ, ଶ୍ରୀ ଦେବାଶିଷ ଦାସ ଓ ସାଥୀ, ଜଗତସିଂହପୁର,
ଲକ୍ଷ୍ମୀ ପ୍ରଧାନ ଓ ସାଥୀ, ଫୁଲବାଣୀ, ସସ୍ମିତା ଧରୁଆ ଓ ସାଥୀ, ବରଗଡ, ଶ୍ରୀ ରାଧେକୃଷ୍ଣ ପଣ୍ଡା ଓ ସାଥୀ, ସମ୍ବଲପୁର, ଗୌରୀ
ବେହେରା ଓ ସାଥୀ, ସୁବର୍ଣ୍ଣ ୁର, ଶ୍ରୀ ଧନୁ ବିଷୋୟୀ ଓ ସାଥୀ, ଗଞ୍ଜାମ, ଶ୍ରୀ ମୁରଲିଧର ବେହେରା ଓ ସାଥୀ, ଗଞ୍ଜାମ ଓ ଶ୍ରୀ
ସତ୍ୟାଞ୍ଜନ ଦାସ ଓ ସାଥୀ, କଟକ ଆଦି ସେମାନଙ୍କର ସଂକୀର୍ତ୍ତନ ପରିବେଷଣ କରିଥିଲେ ।
-
୩୨. ହିରାକୁଦ ମହୋତ୍ସବ :
ତା ୧୭.୦୩.୨୦୨୩ ରିଖ ଠାରୁ ତା ୧୯.୦୩.୨୦୨୩ ରିଖ ପର୍ଯ୍ୟନ୍ତ, ଜବାହାର ଉଦ୍ୟାନ ପରିସର,
ହିରାକୁଦ
ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ,
ଭୁବନେଶ୍ୱର ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଶୀ ନୃତ୍ୟ, ଭାରତ ନାଟ୍ୟମ୍,
ଲୋକ ନୃତ୍ୟ (ସମ୍ବଲପୁରୀ), ବସ୍ତର ବ୍ୟାଣ୍ଡ, ପଶୁ ନୃତ୍ୟ, ମୟୂର ରାସ, ହୋଜାଗିରି, ପାଇକ ଅଖଡ଼ା, ମଣି ୁରୀ, କଥକ ନୃତ୍ୟ
ଆଦି ପରିବେଷଣ କରାଯାଇଥିଲା ।
-
୩୩. ଓଡ଼ିଶୀ ସଙ୍ଗୀତ ଉତ୍ସବ : ତା ୨୩.୦୩.୨୦୨୩ ରିଖ, ଭଞ୍ଜ କଳା ମଣ୍ଡପ, ଭୁବନେଶ୍ୱର ।
ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମର୍ଦଳ ବାଦନ : ବୁଦ୍ଧନାଥ ସ୍ୱାଇଁ ଓ
ସାଥୀ, ଭୁବନେଶ୍ୱର, ଓଡ଼ିଶୀ କଙଋ ସଙ୍ଗୀତ : ନାଜିଆ ସୟିଦ ଓ ସାଥୀ, ଭୁବନେଶ୍ୱର, ବଂଶୀ ବାଦନ : ଶ୍ରୀନିବାସ ଶତପଥି ଓ
ସାଥୀ, ଭୁବନେଶ୍ୱର, ଓଡ଼ିଶୀ କଙଋ ସଙ୍ଗୀତ : ଆଶୁତୋଷ ମିଶ୍ର ଓ ସାଥୀ, ପାରଳାଖେମୁଣ୍ଡି, ଗଜପତି ଆଦି ରାଜ୍ୟର ପ୍ରତିଷ୍ଠିତ
ଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।
-
୩୪. ରାଜ୍ୟସ୍ତରୀୟ ଲଉଡ଼ି ମହୋତ୍ସବ : ତା ୨୪.୦୩.୨୦୨୩ ରିଖ, ଜିରାଳ, ଢେଙ୍କାନାଳ ।
ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ଲଉଡ଼ି ନୃତ୍ୟ ମହୋତ୍ସବରେ କାଙ୍ଗାଳି ବେହେରା
ଓ ସାଥି, ଜିରାଳ, ଦୁଃଖବନ୍ଧୁ ସାହୁ ଓ ସାଥି, ଭୁବନ ଏନ୍.ଏ.ସି. ଦେବରାଜ ବେହେରା ଓ ସାଥୀ, ଖୋଜସା , ସୌଭାଗ୍ୟ କୁମାର ଦାସ
ଓ ସାଥୀ, କୁନିନ୍ଦା, ବି ୍ରବର ଦାସ ଓ ସାଥୀ, ସରଦେଇପୁ. ବାପୁନି ସେନାପତି ଓ ସାଥୀ, ମଠକରଗୋଳା, ଅଜୟ ସାମଲ ଓ ସାଥୀ,
ବମୁଆଁ । ଭାଗ୍ୟଧର ଦତ୍ତ ଓ ସାଥୀ, କଟକ, ସୁଧାକର ଦାସ ଓ ସାଥୀ, ଭୁବନେଶ୍ୱର, ମନ୍ଦରଧର ପୃଷ୍ଟି ଓ ସାଥୀ, ନୂଆ ଭୁବନ ଆଦି
ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଲଉଡ଼ି ନୃତ୍ୟ ପରିବେଷଣ କରିଥିଲେ । ।
-
୩୫. ବିଶ୍ୱ ନାଟ୍ୟ ଦିବସ : ତା ୨୫ ରିଖ ଠାରୁ ତା ୨୭.୦୩.୨୦୨୩ ରିଖ ପର୍ଯ୍ୟନ୍ତ, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ।
ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ଅବସରରେ ନାଟକ “ଜଣେ ରାଜା ଥିଲେ”,
“ଶୁଣ ସୁଜନେ” ଓ “ଚାରି ଛକ” ତିନିଗୋଟି ବିଶିଷ୍ଟ ନାଟ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା ।
-
୩୬. ଶ୍ରୀଜଗନ୍ନାଥାୟନ କାର୍ଯ୍ୟକ୍ରମ :
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର
ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ଆଧାର କରି “ଶ୍ରୀ ଜଗନାଥାୟନ କାର୍ଯ୍ୟକ୍ରମ” ପ୍ରଥମ କରି ପ୍ରତି ଇଂରାଜୀ ମାସ ଶେଷ
ତାରିଖରେ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଭକ୍ତି ସୁମନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତି ମାସ ୧ ତାରିଖରେ ଅନ୍ନ ୂର୍ଣ୍ଣା
ଥିଏଟର ପ୍ରେକ୍ଷାଳୟ, ବଡ଼ଦାଣ୍ଡ, ପୁରୀ ଠାରେ ଭକ୍ତି ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । କୋଭିଡ଼ - ୧୯
ପାଇଁ ବନ୍ଦ ରହିଥିବା ଉକ୍ତ କାର୍ଯ୍ୟକ୍ରମ ଜୁଲାଇ ମାସ ୨୦୨୨ ରୁ ଆରମ୍ଭ ହୋଇଅଛି ।
-
୩୭. ନାଟ୍ୟଧାରା କାର୍ଯ୍ୟକ୍ରମ :
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ନାଟ୍ୟ
ସଂଘ, ଭୁବନେଶ୍ୱରର ମିଳିତ ସହଯୋଗରେ “ନାଟ୍ୟଧାରା” କାର୍ଯ୍ୟକ୍ରମ ଅପ୍ରେଲ ୨୦୨୨ ରୁ ପ୍ରତିମାସ ୧, ୨ ଓ ୩ ତାରିଖ
ଭଞ୍ଜ କଳା ମଣ୍ଡପ ଏବଂ ପ୍ରତି ମାସ ୨ୟ ଶନିବାର ରବୀନ୍ଦ୍ରମଣ୍ଡପ, ଭୁବନେଶ୍ୱର ଠାରେ ନାଟକ ରାଜ୍ୟର ବିଭିନ୍ନ
ନାଟ୍ୟାନୁଷ୍ଠାନମାନଙ୍କ ଦ୍ୱାରା ନାଟକ ମଞ୍ଚସ୍ଥ କରାଯାଇଅଛି ।
|
|
|
|